ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାହାତୋଳା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାହାତୋଳା   ବିଶେଷ୍ୟ

ଅର୍ଥ : କାହାରି ବିବାହ ସମ୍ପନ୍ନ ହେଉଥିବା ସାମାଜିକ ସମାରୋହ

ଉଦାହରଣ : ମୋତେ ଏକ ବିବାହ ସମାରୋହକୁ ଯିବାକୁ ହେବବାହାତୋଳାରେ ତ ଯିବାକୁ ହିଁ ପଡ଼ିବ

ସମକକ୍ଷ : ବିବାହ ଉତ୍ସବ, ବିବାହ ସମାରୋହ

वह सामाजिक समारोह जिसमें किसी का विवाह सम्पन्न होता है।

मुझे एक विवाह समारोह में जाना है।
शादी-ब्याह में तो जाना ही पड़ता है।
विवाह, विवाह समारोह, वैवाहिक, शादी, शादी-ब्याह

The social event at which the ceremony of marriage is performed.

hymeneals, nuptials, wedding, wedding ceremony

ବାହାତୋଳା   ବିଶେଷଣ

ଅର୍ଥ : ଯାହାର ବାହାଘର ହୋଇଯାଇଛି

ଉଦାହରଣ : ରମେଶ ଜଣେ ବିବାହିତ ବ୍ୟକ୍ତି

ସମକକ୍ଷ : ପରିଣୀତ, ବିବାହିତ ବ୍ୟକ୍ତି

जिसका विवाह हो गया हो।

मोहन एक विवाहित व्यक्ति है।
परिणीत, ब्याहा, विवाहित, व्यूढ़, शादी शुदा, शादीशुदा

Joined in matrimony.

A married man.
A married couple.
married