ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାର୍ଷିକ କର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାର୍ଷିକ କର   ବିଶେଷ୍ୟ

ଅର୍ଥ : ପ୍ରତି ବର୍ଷ ଦିଆଯାଉଥିବା କୌଣସି ଶୁଳ୍କ ବା କର

ଉଦାହରଣ : ମୋତେ କୋଡ଼ିଏ ହଜାର ଟଙ୍କା ବାର୍ଷିକ କର ଦେବାକୁ ପଡ଼େ

ସମକକ୍ଷ : ଖଜଣା, ସାଲିଆନା, ସାଲିୟାନା

प्रति वर्ष दिया जाने वाला कोई शुल्क या कर।

मुझे बीस हज़ार सालिया भरना पड़ता है।
वर्ष देय, वार्षिक देय, सालाना, सालिया, सालियाना

Charge against a citizen's person or property or activity for the support of government.

revenue enhancement, tax, taxation

ଅର୍ଥ : ବାର୍ଷିକ କର ବା ପ୍ରତି ବର୍ଷ ନିଆ ଯାଉଥିବା କର

ଉଦାହରଣ : ପ୍ରାଚୀନ କାଳରେ କୃଷକମାନଙ୍କୁ ଅନେକ ପ୍ରକାରର ବାର୍ଷିକ କର ଦେବାକୁ ପଡ଼ୁଥିଲା

वार्षिक कर या हर साल लिया जाने वाला कर।

पुराने समय में किसानों को कई प्रकार की बरसौंड़ी देनी पड़ती थी।
बरसौंड़ी, बरसौंढ़ी

Charge against a citizen's person or property or activity for the support of government.

revenue enhancement, tax, taxation