ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାରୁଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାରୁଦ   ବିଶେଷ୍ୟ

ଅର୍ଥ : ନିଆଁ ଲାଗିବା କାରଣରୁ ଫୁଟୁଥିବା ଓ ତୋପ, ବନ୍ଧୁକଆଦି ଫୁଟିବାପାଇଁ ବ୍ୟବହାର କରାଯାଉଥିବା ଏକ ବିଷ୍ପୋଟକ ପଦାର୍ଥ

ଉଦାହରଣ : ବାଣରେ ବାରୁଦ ଭର୍ତ୍ତି ହୋଇଥାଏ

ସମକକ୍ଷ : ଦାରୁ

एक विस्फोटक पदार्थ जो आग लगने से भड़क उठता है और जिससे तोप,बंदूक आदि चलते हैं।

पटाकों में बारूद भरी होती है।
अनलचूर्ण, दारू, बारूद