ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାରଯାତ୍ରାରେ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାରଯାତ୍ରାରେ   ବିଶେଷ୍ୟ

ଅର୍ଥ : ସନ୍ତାନ ଜନ୍ମ ହେବାର ଦ୍ୱାଦଶ ଦିନରେ ପ୍ରସୂତୀର ସ୍ନାନ ଏବଂ ତତ୍ସମ୍ବନ୍ଧୀୟ କୃତ୍ୟ

ଉଦାହରଣ : ବାରଯାତ୍ରାରେ ସଦ୍ୟ ପ୍ରସୂତୀ ଏବଂ ପିଲାକୁ ସ୍ନାନ କରାଯାଏ

संतान उत्पन्न होने के बारहवें दिन का प्रसूता का स्नान और तत्संबंधी कृत्य।

बरही के दिन जच्चा और बच्चे को स्नान कराया जाता है।
बरही, बरहौं