ଅର୍ଥ : ବିଲରେ କଟାଯାଇଥିବା ଫସଲର ଯେଉଁ ଅଂଶ ମୂଲିଆମାନଙ୍କୁ ଦିଆଯାଇଥାଏ
ଉଦାହରଣ :
ମୂଲିଆ ବାରଟିଆ ନେଇକି ଯାଉଛି
ଅର୍ଥ : ଚାଷ କରୁଥିବା ମଜୁରିଆପାଇଁ ବିଲରୁ ବାହାର କରାଯାଇଥିବା ଧାନ
ଉଦାହରଣ :
ମଙ୍ଗଳା ତା ବାରଟିଆ ନେଇ ନାହିଁ
ଅର୍ଥ : ଯେଉଁ ଧାନ ଖେତ ଅମଳକଲାବାଲାକୁ ମଜୁରି ଭାବରେ ଦିଆଯାଇଥାଏ
ଉଦାହରଣ :
କୃଷକ ମଜୁରିଆମାନଙ୍କୁ ବାରଟିଆ ଦେଉଛି