ଅର୍ଥ : ବାମମାର୍ଗର ସିଦ୍ଧାନ୍ତ ମାନୁଥିବା ବ୍ୟକ୍ତି
ଉଦାହରଣ :
ବାମମାର୍ଗୀମାନେ ମାଂସ, ମଦ ଆଦି ସେବନ କରନ୍ତି
ସମକକ୍ଷ : ବାମାଚାରୀ
ଅର୍ଥ : ଜନକଲ୍ୟାଣକୁ ଆଗେଇ ଦେବା ନିମନ୍ତେ ତିଆରି ହୋଇଥିବା ଅଲଗା ଅଲଗା ପଥରେ ସାମାଜିକ,ରାଜନୈତିକ ଅଥବା ଆର୍ଥିକ ପରିବର୍ତ୍ତନକୁ ଯେ ସମର୍ଥନ କରୁଥାଏ
ଉଦାହରଣ :
ବାମପନ୍ଥୀମାନେ ମଧ୍ୟ ଏହି ସମ୍ମେଳନରେ ଭାଗ ନେଲେ
ସମକକ୍ଷ : ବାମପଂଥୀ, ବାମପନ୍ଥୀ, ବାମବାଦୀ, ଲେଫ୍ଟିଷ୍ଟ