ଅର୍ଥ : ଗୋଟିଏ ପ୍ରକାର ଛୋଟ ଡବା
ଉଦାହରଣ :
ସେଠାରୁ ବାଦାମୀରେ ରଖା ଯାଇଥିବା ମୋ ଚୂଡ଼ିଗୁଡ଼ିକ ଘେନି ଆସ
ଅର୍ଥ : ଗୋଟିଏ ପ୍ରକାର ଛୋଟ ପକ୍ଷୀ
ଉଦାହରଣ :
ଡେଉଁଥିବା ବାଦାମୀକୁ ଦେଖି ପିଲାମାନେ ଖୁସି ହେଉଥିଲେ
ଅର୍ଥ : ବାଦାମୀ ଆମ୍ବର ଗଛ
ଉଦାହରଣ :
ମୁଁ ଏଥର ଆମ୍ବତୋଟାରେ ଆଉ ଦଶଟି ବାଦାମୀ ଆମ୍ବ ଗଛ ଲଗାଇଛି
ସମକକ୍ଷ : ବାଦାମୀ ଆମ୍ବ ଗଛ, ବାଦାମୀ ଗଛ
ଅର୍ଥ : ବାଦାମଚୋପା ରଙ୍ଗର ବା ହାଲୁକା ହଳଦିଆମିଶା ଲାଲ ରଙ୍ଗର
ଉଦାହରଣ :
ନନ୍ଦିତାର ବାଦାମୀ ରଙ୍ଗର ଓଢ଼ଣୀ ବହୁତ ପସନ୍ଦ