ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାଟବଣା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାଟବଣା   ବିଶେଷ୍ୟ

ଅର୍ଥ : ବାଟବଣା ହେବା କ୍ରିୟା

ଉଦାହରଣ : ମନର୍ ଭ୍ରମ ହେବାର କୌଣସି ଅନ୍ତ ନାହିଁ

ସମକକ୍ଷ : ପଥଭ୍ରଷ୍ଟ, ଭ୍ରମ

भटकने की क्रिया।

मन की भटकन का कहीं अंत नहीं है।
भटकन, भटकाव

Travelling about without any clear destination.

She followed him in his wanderings and looked after him.
roving, vagabondage, wandering

ବାଟବଣା   ବିଶେଷଣ

ଅର୍ଥ : ଯିଏ ରାସ୍ତା ଭୁଲି ଯାଇଛି

ଉଦାହରଣ : ଶ୍ୟାମ ବାଟବଣା ବ୍ୟକ୍ତିକୁ ରସ୍ତା ଦେଖାଇଲେ

ସମକକ୍ଷ : ପଥଭ୍ରଷ୍ଟରାସ୍ତା ଭୁଲି ଯାଇଥିବା, ପଥହୁଡ଼ା, ବାଟହୁଡ଼ା, ରାସ୍ତା ଭୁଲା

जो रास्ता भूल गया हो।

श्याम भटके व्यक्ति को राह बता रहा है।
गुमराह, भटका, भूला-भटका, मार्गच्युत

Straying from the right course or from accepted standards.

Errant youngsters.
errant