ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାଘ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାଘ   ବିଶେଷ୍ୟ

ଅର୍ଥ : ବିରାଡ଼ି ଜାତିର ଏକ ବହୁତ ବଡ଼ ଓ ଭୟଙ୍କର ହିଂସ୍ର ଜନ୍ତୁ

ଉଦାହରଣ : ଶିକାରୀର ସଫଳ ନିଶାଣ ବାଘକୁ ଘାଏଲ କରିଦେଲା

ସମକକ୍ଷ : ବ୍ୟାଘ୍ର, ଶାର୍ଦ୍ଦୁଳ

बिल्ली की जाति का एक बहुत बड़ा और भयंकर, हिंसक पशु।

शिकारी के अचूक निशाने ने शेर को घायल कर दिया।
टाइगर, द्वीपी, नखरायुध, नखायुध, नखी, नदनु, नाहर, बाघ, बिघार, व्याघ्र, व्यालमृग, शार्दूल, शेर

Large feline of forests in most of Asia having a tawny coat with black stripes. Endangered.

panthera tigris, tiger

ଅର୍ଥ : ବାଘର ପୁରୁଷ

ଉଦାହରଣ : ଏହି ଚିଡ଼ିଆଘରେ ଦୁଇଟି ଅଣ୍ଡିରାବାଘ ଏବଂ ଗୋଟିଏ ମାଈବାଘ ଅଛନ୍ତି

ସମକକ୍ଷ : ଅଣ୍ଡିରାବାଘ

शेर जाति का नर।

इस चिड़ियाघर में दो शेर तथा एक शेरनी हैं।
टाइगर, द्वीपी, नखरायुध, नदनु, नाहर, बाघ, बिघार, व्याघ्र, व्यालमृग, शार्दूल, शेर

Large feline of forests in most of Asia having a tawny coat with black stripes. Endangered.

panthera tigris, tiger