ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାଈ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାଈ   ବିଶେଷ୍ୟ

ଅର୍ଥ : ବେଶ୍ୟାମାନଙ୍କ ନାମସହିତ ଲାଗୁଥିବା ଏକ ଶବ୍ଦ

ଉଦାହରଣ : କେସରବାଈ ଲକ୍ଷ୍ନୌର ବିଖ୍ୟାତ ବେଶ୍ୟା ଥିଲା

वेश्याओं के नाम के साथ लगने वाला एक शब्द।

केसरबाई लखनऊ की मशहूर वेश्या थी।
बाई

ଅର୍ଥ : ସ୍ତ୍ରୀଲୋକଙ୍କପାଇଁ ଏକ ଆଦର ସୂଚକ ଶବ୍ଦ

ଉଦାହରଣ : କେତେକ ଲୋକ ତାଙ୍କ ମାଆଙ୍କୁ ମଧ୍ୟ ବାଈ ବୋଲି ଡାକନ୍ତି

स्त्रियों के लिए एक आदर सूचक शब्द।

कुछ लोग अपनी माँ को भी बाई कहकर बुलाते हैं।
बाई