ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାଇଗଣୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାଇଗଣୀ   ବିଶେଷ୍ୟ

ଅର୍ଥ : ବାଇଗଣ ବା ଜାମୁକୋଳି ଭଳି ନାଲି ମିଶା ନୀଳ ହୋଇଥିବା ଏକ ରଙ୍ଗ

ଉଦାହରଣ : ଚିତ୍ରକର ନିଜ ଚିତ୍ରର ଅଧିକାଂଶ ଅଂଶକୁ ବାଇଗଣୀ ରଙ୍ଗରେ ରଙ୍ଗାଇଛି

ସମକକ୍ଷ : ବାଇଗଣୀ ରଙ୍ଗ

एक रंग जो बैगन या जामुन की तरह लाली लिए नीले रंग का होता है।

चित्रकार ने अपने चित्र का अधिकांश बैंगनी से रंगा है।
जमुनियाँ, जामुनी, जामुनी रंग, बैंगनी, बैंगनी रंग, बैंजनी, बैगनी, बैगनी रंग

A purple color or pigment.

purple, purpleness

ବାଇଗଣୀ   ବିଶେଷଣ

ଅର୍ଥ : ବାଇଗଣ ବା ଜାମୁ ଭଳି ଲାଲ ଓ ନୀଳ ମିଶା ରଙ୍ଗ

ଉଦାହରଣ : ତାକୁ ବାଇଗଣୀ ରଙ୍ଗର ଲୁଗା ଖୁବ୍ ମାନେ

ସମକକ୍ଷ : ଜାମୁକୋଳିଆ

बैंगन या जामुन की तरह लाली लिए नीले रंग का।

उसपर बैंगनी रंग के कपड़े खूब फबते हैं।
जमुनियाँ, जामुनी, बैंगनी, बैंजनी, बैगनी

Of a color intermediate between red and blue.

purple, purplish, violet