ଅର୍ଥ : ପଶ୍ଚିମ ବଙ୍ଗର ଏକ ସହର
ଉଦାହରଣ :
ସେ ବାଙ୍କୁରାର ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟର ଠିକଣା ପଚାରୁଥିଲା
ସମକକ୍ଷ : ବାଂକୁରା ସହର, ବାଙ୍କୁରା, ବାଙ୍କୁରା ସହର
ଅର୍ଥ : ପଶ୍ଚିମ ବଙ୍ଗର ଏକ ଜିଲ୍ଲା
ଉଦାହରଣ :
ବାଙ୍କୁରା ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ବାଙ୍କୁରା ସହରରେ ଅବସ୍ଥିତ
ସମକକ୍ଷ : ବାଂକୁରା ଜିଲ୍ଲା, ବାଙ୍କୁରା, ବାଙ୍କୁରା ଜିଲ୍ଲା