ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବସ୍‌ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବସ୍‌   ବିଶେଷ୍ୟ

ଅର୍ଥ : ଯାତ୍ରୀମାନଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନରେ ପହଞ୍ଚାଇ ପାରୁଥିବା ବଡ଼ ଆକାରର ମୋଟର ଗାଡ଼ି

ଉଦାହରଣ : ବସ୍‌, ଟ୍ରେନ୍ ଆଦି ସାଧାରଣ ଜନତାଙ୍କ ଯାତାୟତର ସର୍ବୋତ୍ତମ ମାଧ୍ୟମ

सवारियों को एक स्थान से दूसरे स्थान पर पहुँचाने वाली बड़े आकार की मोटर गाड़ी।

बस, ट्रेन आदि आम जनता के यातायात के सर्वोत्तम साधन हैं।
बस