ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବଳିଦେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବଳିଦେବା   କ୍ରିୟାପଦ

ଅର୍ଥ : ଦେବାଦେବୀଙ୍କୁ ଉଦ୍ଦେଶ୍ୟରେ ଛେଳି ମେଣ୍ଢା ଆଦି ପଶୁଙ୍କୁ ହାଣିକି ମାରିବା

ଉଦାହରଣ : ଭାରତର କେତେକ ରାଜ୍ୟରେ ଆଜି ମଧ୍ୟ ଲୋକେ ଦୁର୍ଗାପୂଜାରେ ଦେବୀଙ୍କୁ ବଳି ଦିଅନ୍ତି

देवी-देवता के उद्देश्य से बकरे आदि पशु काटकर मारना।

भारत के कुछ राज्यों में आज भी लोग दूर्गापूजा में देवी को बलि देते हैं।
बलि देना

Make a sacrifice of. In religious rituals.

sacrifice