ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବଲ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବଲ   ବିଶେଷ୍ୟ

ଅର୍ଥ : କନା, ଚମଡ଼ାଆଦିର ଏକ ଗୁଳା ଯେଉଁଥିରେ ଖେଳାଯାଏ

ଉଦାହରଣ : ଏହି ବଲ୍‌ରେ ପବନ ନାହିଁ ବଲ୍‌ ଖେଳିବାକୁ ପିଲାମାନେ ବହୁତ ପସନ୍ଦ କରନ୍ତି

ସମକକ୍ଷ : କନ୍ଦୁକ, ପେଣ୍ଡୁ

कपड़े, चमड़े आदि का वह गोला जिससे खेलते है।

इस गेंद में हवा नहीं है।
गेंद से खेलना बच्चों को बहुत पसंद है।
कंदुक, गेंद, गेंदा, गेंदुक, दिरिपक, बाल, बॉल

A spherical object used as a plaything.

He played with his rubber ball in the bathtub.
ball