ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବର୍ଷ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବର୍ଷ   ବିଶେଷ୍ୟ

ଅର୍ଥ : ଯେଉଁ ସମୟକାଳ ମଧ୍ୟରେ କୌଣସି ଗ୍ରହ ସୂର୍ଯ୍ୟଙ୍କର ସମ୍ପୂର୍ଣ୍ଣ ପରିକ୍ରମା କରେ

ଉଦାହରଣ : ବୃହସ୍ପତିର ବର୍ଷ ପୃଥିବୀର ବର୍ଷଠାରୁ ବଡ଼

वह समयावधि जिसमें कोई ग्रह सूर्य की पूरी परिक्रमा करता है।

वृहस्पति का वर्ष पृथ्वी के वर्ष से बड़ा होता है।
बरस, वर्ष, साल

The period of time that it takes for a planet (as, e.g., Earth or Mars) to make a complete revolution around the sun.

A Martian year takes 687 of our days.
year

ଅର୍ଥ : କାଳ ଗଣନାରେ ଏକ ଭାବେ ବିଚାର କରାଯାଉଥିବା ବାରମାସର ସମୂହ

ଉଦାହରଣ : ତାଙ୍କ ପୁଅ ଏବେ ଏକ ବର୍ଷର

ସମକକ୍ଷ : ବରଷ, ସମ୍ବତ୍ସର

बारह महीनों का समूह जो काल गणना में एक मान है।

उसका लड़का अभी एक वर्ष का है।
अब्द, बरस, वर्ष, शारद, संवत्सर, साल

A period of time occupying a regular part of a calendar year that is used for some particular activity.

A school year.
year