ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବର୍ଣ୍ଣ-ବିଦ୍ବେଷ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବର୍ଣ୍ଣ-ବିଦ୍ବେଷ   ବିଶେଷ୍ୟ

ଅର୍ଥ : ମନୁଷ୍ୟ ଶରୀରର କଳା, ଗୋରା, ହଳଦିଆ ଆଦି ରଙ୍ଗ କାରଣରୁ କରାଯାଉଥିବା ଯେଉଁ ଭେଦଭାବ କାରଣରୁ ତାକୁ ଛୋଟ ବା ବଡ ବିଚାର କରାଯାଏ ଏବଂ ନିଜ ବର୍ଣ୍ଣ ବ୍ୟତୀତ ଅନ୍ୟ ବର୍ଣ୍ଣର ଲୋକଙ୍କ ସହିତ ସମାନ ବ୍ୟବହାର କରାଯାଏନାହିଁ

ଉଦାହରଣ : ଆଜି ବି ଦୁନିଆ ବର୍ଣ୍ଣ-ବୈଷମ୍ୟରୁ ରକ୍ଷା ପାଇନାହିଁ

ସମକକ୍ଷ : ବର୍ଣ୍ଣ-ବୈଷମ୍ୟ, ରଂଗଭେଦ, ରଙ୍ଗଭେଦ

मनुष्य के शरीर के काले, गोरे, पीले आदि रंगो के कारण किया जाने वाला वह भेद जिसके कारण उन्हें छोटा या बड़ा माना जाता है और अपने वर्ण के सिवा दूसरे वर्ण के लोगों के साथ समानता का व्यवहार नहीं किया जाता।

आज भी दुनिया रंगभेद से उबर नहीं पायी है।
रंग भेद, रंग-भेद, रंगभेद, वर्ण भेद, वर्ण-भेद, वर्णभेद

Discriminatory or abusive behavior towards members of another race.

racial discrimination, racialism, racism