ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବର୍ଣ୍ଣାଳି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବର୍ଣ୍ଣାଳି   ବିଶେଷ୍ୟ

ଅର୍ଥ : ତୀବ୍ର ତରଙ୍ଗଦୈର୍ଘ୍ୟରେ ନିର୍ଦ୍ଧାରିତ ହେଉଥିବା କୌଣସି ରଙ୍ଗର ଭାବ ବା ଗୁଣ

ଉଦାହରଣ : ଆଜି କଳା ଶ୍ରେଣୀରେ ଗୁରୁଜୀ ବର୍ଣ୍ଣାଳି ବିଷୟରେ କହୁଥିଲେ

ସମକକ୍ଷ : ବର୍ଣ୍ଣାଳୀ

किसी रंग का भाव या गुण जो उसकी प्रबल तरंगदैर्ध्य से निर्धारित होता है।

आज कला की कक्षा में गुरुजी ने वार्णिकता के बारे में बताया।
वार्णिकता

The quality of a color as determined by its dominant wavelength.

chromaticity, hue