ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବନ୍ଦୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବନ୍ଦୀ   ବିଶେଷ୍ୟ

ଅର୍ଥ : କୌଣସି ସ୍ଥାନଆଦିରେ ବନ୍ଦ ରହିବା କ୍ରିୟା

ଉଦାହରଣ : ପଣ୍ଡିତ ଜବାହରଲାଲ ନେହେରୁ କାରାବାସ ସମୟରେ ମଧ୍ୟ ସବୁବେଳେ ଲେଖୁଥିଲେ

ସମକକ୍ଷ : କାରାବାସ

किसी स्थान आदि में बंद रखने की क्रिया।

एक घर में कैद दो लड़कियाँ वहाँ से भाग निकली।
क़ैद, कैद

A state of being confined (usually for a short time).

His detention was politically motivated.
The prisoner is on hold.
He is in the custody of police.
custody, detainment, detention, hold

ବନ୍ଦୀ   ବିଶେଷଣ

ଅର୍ଥ : କାରାଗାରରେ ରଖାଯାଇଥିବା

ଉଦାହରଣ : ଜଣେ ବନ୍ଦୀ କାରାଗାରରୁ ଫେରାର୍‌ ହୋଇଗଲା

ସମକକ୍ଷ : କଇଦୀ, କଏଦୀ

हवालात में रखा हुआ।

एक हवालती अभियुक्त हवालात से फरार हो गया।
हवालाती

ଅର୍ଥ : ଅସୁବିଧାରେ ପକାହୋଇଥବା

ଉଦାହରଣ : ପଞ୍ଜୁରୀର ପକ୍ଷୀକୁ ବନ୍ଦୀ ଅବସ୍ଥାରେ ଦେଖି ଦୟା ଆସେ

ସମକକ୍ଷ : ଅମୁକ୍ତ

फँसा हुआ।

पिंजड़े के पंछी की अमुक्त स्थिति को देखकर तरस आता है।
अमुक्त, फँसा, फंसा

That is on a string.

Keys strung on a red cord.
strung