ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବଟନ୍‌ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବଟନ୍‌   ବିଶେଷ୍ୟ

ଅର୍ଥ : ଯେଉଁ ପେଚକଣ୍ଟା ବା ସ୍ପ୍ରିଙ୍ଗ୍‌କୁ ଘୁରେଇବା ବା ଦବାଇବା କାମରେ ଲଗାଯାଏ

ଉଦାହରଣ : ସେ ମେସିନ୍‌ ଚଲେଇବାପାଇଁ ବୋତାମ ଦବେଇଲା

ସମକକ୍ଷ : ବୋତାମ, ସ୍ୱିଚ

वह पेंच या कमानी,जिसके घुमाने,दबाने आदि से कोई काम होता है।

उसने मशीन चालू करने के लिए बटन दबाया।
बटन, स्विच

An electrical switch operated by pressing.

The elevator was operated by push buttons.
The push beside the bed operated a buzzer at the desk.
button, push, push button

ଅର୍ଥ : ପିନ୍ଧିବାପାଇଁ ଲୁଗାରେ ଲଗାଯାଇଥିବା ଚେପଟା ଗୁଟିକା

ଉଦାହରଣ : ଆପଣଙ୍କ କୁର୍ତ୍ତାର ଗୋଟିଏ ବୋତାମ ଭାଙ୍ଗିଯାଇଛି

ସମକକ୍ଷ : ବୋତାମ

पहनने के कपड़ों में लगनेवाली चिपटी घुंडी।

आपके कुर्ते का एक बटन टूट गया है।
बटन, बुताम

A round fastener sewn to shirts and coats etc to fit through buttonholes.

button