ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବଘୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବଘୀ   ବିଶେଷ୍ୟ

ଅର୍ଥ : ଏକ ପ୍ରକାର ଘୋଡ଼ାମକ୍ଷୀ

ଉଦାହରଣ : ବଘୀ ଦଂଶନ କରିବାଯୋଗୁଁ ଘୋଡ଼ାକୁ କଷ୍ଟ ହେଉଛି

एक प्रकार की घुड़मक्खी।

बग्घी के काटने से घोड़ा परेशान है।
बग्गी, बग्घी

ଅର୍ଥ : ଚାରିଚକିଆ ଛାତ ଥିବା ଘୋଡ଼ାଗାଡ଼ି

ଉଦାହରଣ : ପ୍ରାଚୀନ କାଳରେ ରାଜା ମହାରାଜାମାନେ ବଘୀରେ ଯାତ୍ରା କରୁଥିଲେ

चार पहियों की पाटनदार घोड़ागाड़ी।

प्राचीन समय में राजा-महाराजा बग्घी में सवार होकर निकलते थे।
बग्गी, बग्घी

A small lightweight carriage. Drawn by a single horse.

buggy, roadster