ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବକ୍ତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବକ୍ତା   ବିଶେଷ୍ୟ

ଅର୍ଥ : ଭାଷଣ ବା ବ୍ୟାଖ୍ୟାନ ଆଦି ଦେବା ବ୍ୟକ୍ତି

ଉଦାହରଣ : ପଣ୍ଡିତ ହରିଶଙ୍କର ଜଣେ କୁଶଳ ବକ୍ତା

ସମକକ୍ଷ : ଅଭିଭାଷଣଦାତା, ଭାଷକ

भाषण या व्याख्यान आदि देने वाला व्यक्ति।

पंडित हरिशंकरजी एक कुशल वक्ता हैं।
अभिभाषी, बकतार, भाषक, वक्ता, वदक, वाचक, वादक, वादी

ଅର୍ଥ : ଭାଷଣ ଦେଉଥିବା ବ୍ୟକ୍ତି

ଉଦାହରଣ : ଭାଷଣଦାତାଙ୍କ ଭାଷଣକୁ ଜନତା ମନ୍ତ୍ରମୁଗ୍ଧ ହୋଇ ଶୁଣୁଥିଲେ

ସମକକ୍ଷ : ଭାଷକ, ଭାଷଣଦାତା

भाषण देने वाला व्यक्ति।

जनता भाषणकर्त्ता के भाषण को मंत्रमुग्ध होकर सुन रही थी।
आख्याता, भाषण-कर्ता, भाषण-कर्त्ता, भाषणकर्ता, भाषणकर्त्ता

A person who delivers a speech or oration.

orator, public speaker, rhetorician, speechifier, speechmaker

ବକ୍ତା   ବିଶେଷଣ

ଅର୍ଥ : କହିବାବାଲା

ଉଦାହରଣ : ବେଳେବେଳେ ବକ୍ତାକୁ ସହ୍ୟ କରିବା ବଡ଼ ଅସୁବିଧା ହୋଇଯାଏ

बोलने वाला।

वक्ता व्यक्ति को श्रोता ने बीच में टोककर सवाल पूछा।
अमूक, अलापी, आख्यापक, आख्यायक, वक्ता, वादक

Full of trivial conversation.

Kept from her housework by gabby neighbors.
chatty, gabby, garrulous, loquacious, talkative, talky