ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଭକ୍ତିର ନଅ ଭେଦ ସମୂହରୁ ଗୋଟିଏ, ଯେଉଁଥିରେ ଉପାସକ ନିଜର ଉପାସ୍ୟ ଦେବତାଙ୍କର ଗୁଣଗାନ କରିଥାଏ
ଉଦାହରଣ : ମନ୍ଦିରରେ ଭକ୍ତଗଣ ବନ୍ଦନାରେ ବ୍ୟାପୃତ ଥାଆନ୍ତି
ସମକକ୍ଷ : ଅଭିବଂଦନ, ଅଭିବଂଦନା, ଅଭିବନ୍ଦନ, ଅଭିବନ୍ଦନା, ପ୍ରାର୍ଥନା, ବଂଦନା, ବନ୍ଦନ, ବନ୍ଦନା, ସ୍ତବ, ସ୍ତୁତି, ସ୍ତୋତ୍ର
भक्ति के नौ भेदों में से एक, जिसमें उपासक अपने उपास्य देव का गुणगान करता है।
The act of communicating with a deity (especially as a petition or in adoration or contrition or thanksgiving).
ସଂସ୍ଥାପନ କରନ୍ତୁ