ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଫାଶୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଫାଶୀ   ବିଶେଷ୍ୟ

ଅର୍ଥ : ଯେଉଁ ଦଣ୍ଡରେ ଅପରାଧୀର ଗଳାରେ ଦଉଡ଼ି ବାନ୍ଧି ପ୍ରାଣ ନିଆଯାଏ

ଉଦାହରଣ : ହତ୍ୟା ଅପରାଧରେ ତାକୁ ଫାଶୀଦଣ୍ଡ ମିଳିଲା

ସମକକ୍ଷ : ଫାଶୀଦଣ୍ଡ

वह दंड जिसमें अपराधी के गले में रस्सी फँसाकर प्राण लेते हैं।

हत्या के जुर्म में उसे फाँसी मिली।
फाँसी, फांसी

ଅର୍ଥ : ଗଳାରେ ରସିର ଫନ୍ଦି ଲଗାଇକରି ମରିବା କ୍ରିୟା

ଉଦାହରଣ : ରୀମା କାଲି ଦଉଡ଼ି ଲଗାଇଦେଲା

ସମକକ୍ଷ : ଦଉଡ଼ା ଲଗାଇଦେଲା, ଦଉଡ଼ାଦେଲା, ଦଉଡ଼ିଦେଲା, ଦଉଡ଼ିଲଗାଇଦେବା

गले में रस्सी का फंदा डालकर मरने की क्रिया।

रीमा ने कल फाँसी लगा ली।
फाँसी, फांसी