ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଫଳହାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଫଳହାର   ବିଶେଷ୍ୟ

ଅର୍ଥ : ଯେଉଁ ଖାଦ୍ୟପଦାର୍ଥ କେବଳ ଫଳରେ ତିଆରି ହୋଇଥାଏ ଏବଂ ଯେଉଁଥିରେ ଶସ୍ୟ ନ ଥାଏ

ଉଦାହରଣ : ନବରାତ୍ରି ବ୍ରତ ଧାରଣ କରିଥିବା କେତେକ ଲୋକ କେବଳ ଫଳାହାର କରନ୍ତି

ସମକକ୍ଷ : ଫଳାହାର

वह खाद्य पदार्थ जो केवल फलों से बना हो और जिसमें अन्न का सर्वथा अभाव हो।

नवरात्रि का व्रत रखने वाले कुछ लोग नौ दिन केवल फलाहार ही करते हैं।
फलहार, फलाहार