ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଫରାସୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଫରାସୀ   ବିଶେଷ୍ୟ

ଅର୍ଥ : ଫ୍ରାନ୍ସ ଦେଶର ନିବାସୀ

ଉଦାହରଣ : ସେହି ସମ୍ମିଳନୀରେ ଦେଖାହୋଇଥିବା ଫରାସୀ କାଲି ଏଠାକୁ ଆସିଥିଲେ

ସମକକ୍ଷ : ଫ୍ରାନ୍ସବାସୀ

The people of France.

french, french people

ଫରାସୀ   ବିଶେଷଣ

ଅର୍ଥ : ଫ୍ରାନସ ସଂବନ୍ଧିତ ବା ଫ୍ରାନସର

ଉଦାହରଣ : ଫରାସୀ ରାଷ୍ଟ୍ରବିପ୍ଳବ ସନ୍ ସତର ଶହ ଅଣାଅଶୀରେ ହୋଇଥିଲା

फ़्रांस का या वहाँ के निवासी, भाषा, संस्कृति इत्यादि से संबंधित।

फ़्रांसीसी राज्यक्रांति सन् सत्रह सौ उनासी में हुई थी।
उनकी पांच फ़्रांसीसी पुस्तकें छप चुकी हैं।
गैलिक, फ़्रांसीसी, फ़्रेंच, फ़्रेन्च, फ्रांसीसी, फ्रेंच, फ्रेन्च

Of or pertaining to France or the people of France.

French cooking.
A Gallic shrug.
french, gallic