ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଫତୱା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଫତୱା   ବିଶେଷ୍ୟ

ଅର୍ଥ : ଧର୍ମର ଆଧାର ଉପରେ ଉଚିତ ଅନୁଚିତ ହେବା ସମ୍ବନ୍ଧରେ ଇସଲାମ ଧର୍ମାନୁସାରେ ଯେଉଁ ଆଦେଶ ଦିଆ ଯାଇଛି

ଉଦାହରଣ : ସାଟନିକ ଭର୍ସେସ ନାମକ ପୁସ୍ତକକୁ ନେଇ ସଲମାନ ରୁସଦୀଙ୍କୁ ମାରିଦେବାପାଇଁ ଫତୱା ଜାରି କରାଯାଇଛି

मुसलमान धर्मगुरु द्वारा धर्म-संबंधी किसी विवादास्पद बात के संबंध में दिया हुआ शास्त्रीय लिखित आदेश।

फ़तवा किसी पर थोपा नहीं जा सकता।
फतवा, फत्वा, फ़तवा, फ़त्वा

A ruling on a point of Islamic law that is given by a recognized authority.

fatwa