ଅର୍ଥ : ପଞ୍ଜାବ ରାଜ୍ୟର ଏକ ଜିଲ୍ଲା
ଉଦାହରଣ :
ଫତେଗଡ଼ ସାହିବ ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ଫତେଗଡ଼ ସାହିବ ସହରରେ ଅବସ୍ଥିତ
ସମକକ୍ଷ : ଫତେଗଡ଼ ସାହିବ ଜିଲ୍ଲା
ଅର୍ଥ : ପଞ୍ଜାବ ରାଜ୍ୟର ଏକ ସହର
ଉଦାହରଣ :
ଫତେଗଡ଼ ସାହିବର ଏକ ମନ୍ଦିରରେ ଉମା ମହେଶ୍ୱର ଓ ଗଣେଶଙ୍କ ପ୍ରତିମା ରହିଛି
ସମକକ୍ଷ : ଫତେଗଡ଼ ସାହିବ ସହର