ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ୟାଡ୍‌ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ୟାଡ୍‌   ବିଶେଷ୍ୟ

ଅର୍ଥ : କ୍ରିକେଟ୍ ଆଦିର ଖେଳରେ ପାଦରେ ବନ୍ଧା ହେଉଥିବା ମାନବକୃତ ସେହି ନରମ, ଅଳ୍ପମୋଟା, ଚଉଡା ପଟି ଯାହା ଆଘାତ ଆଦିରୁ ପାଦକୁ ରକ୍ଷା କରିଥାଏ

ଉଦାହରଣ : ବଲ୍ ବୋଲରର ପ୍ୟାଡରେ ବାଜି ଷ୍ଟମ୍ପରେ ମାଡ ହେଲା

क्रिकेट आदि के खेल में पैर पर बाँधा जानेवाला वह गुदगुदी, थोड़ी मोटी, चौड़ी मानवकृति जो चोट आदि से पैर की रक्षा करती है।

गेंद बल्लेबाज के पैड से लगकर स्टैंप से टकरा गई।
पैड

Sports equipment used in playing cricket.

cricket equipment