ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ଲେଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ଲେଟ   ବିଶେଷ୍ୟ

ଅର୍ଥ : ବିଶ୍ବାସ କରାଯାଏକି ପୃଥିବୀର ଗର୍ଭରେ କଠିନ ସ୍ତର ଯାହା ଧୀରେ ଧୀରେ ମୁକ୍ତ ହୁଏ

ଉଦାହରଣ : ଉପଦ୍ବୀପର ପ୍ଲେଟ ଭୂଗର୍ଭରେ ଚଳମାନ ହେଉଛି

पृथ्वी की तह की कठोर परत जिसे माना जाता है कि धीरे धीरे निकलती है।

प्रायद्वीपीय प्लेटों में भूगर्भीय गतिविधियां होती रहती हैं।
क्रस्ट प्लेट, तह प्लेट, प्लेट

A rigid layer of the Earth's crust that is believed to drift slowly.

crustal plate, plate

ଅର୍ଥ : ଛୋଟ ଚଟକା ଥାଳି ଆକାରର ବାସନ

ଉଦାହରଣ : ସୀତା ଥାଳିଆରେ ଜଳଖିଆ ବାହାର କରୁଛି

ସମକକ୍ଷ : ଥାଳିଆ

छोटी छिछली थाली के आकार का छिछला हल्का बर्तन।

सीता तश्तरियों में नाश्ता निकाल रही है।
तशतरी, तश्तरी, रकाबी, रिकाबी

A tray (or large plate) for serving food or drinks. Usually made of silver.

salver