ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରୌଢ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରୌଢ   ବିଶେଷଣ

ଅର୍ଥ : ଯାହା ସଂପୂର୍ଣ୍ଣଭାବେ ବିକଶିତ ହୋଇଛି

ଉଦାହରଣ : ପରିପକ୍ୱ ମସ୍ତିଷ୍କ ହିଁ ମନୁଷ୍ୟକୁ ବିବେକୀ କରିପାରେ

ସମକକ୍ଷ : ପରିଣତ, ପରିପକ୍ୱ

पूर्ण विकसित।

परिपक्व मस्तिष्क ही विवेकी हो सकता है।
परिपक्व, प्रौढ़

Having reached full natural growth or development.

A mature cell.
mature