ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରାରମ୍ଭିକ ସାର୍ବଜନିକ ନିର୍ଗମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : କୌଣସି ନିଗମ ଦ୍ବାରା ପ୍ରଥମ ଥର ନିଜର ଶେୟାର ବଜାରରେ ଜାରି କରିବାର କ୍ରିୟା ବା ଲୋକଙ୍କୁ ଷ୍ଟକ ବିକିବା ନିମନ୍ତେ ନିଗମର ପ୍ରଥମ ପ୍ରସ୍ତାବ

ଉଦାହରଣ : ପ୍ରାରମ୍ଭିକ ସାର୍ବଜନିକ ନିର୍ଗମ ନିୟମରେ ଆପଣ ଶେୟାର କିଣି ପାରିବେ

ସମକକ୍ଷ : ଆଇପିଓ, ଇନିସିଆଲ୍ ପବ୍ଲିକ ଅଫରିଙ୍ଗ

किसी निगम द्वारा पहली बार अपना शेयर बाजार में जारी करने की क्रिया या जनता को स्टाक बेचने के लिए निगम का पहला प्रस्ताव।

प्रारम्भिक सार्वजनिक निर्गम के तहत आप शेयर खरीद सकते हैं।
आईपीओ, आरंभिक सार्वजनिक निर्गम, इनिशियल पब्लिक आफरिंग, इनिशियल पब्लिक ऑफरिंग, प्रारम्भिक सार्वजनिक निर्गम

A corporation's first offer to sell stock to the public.

initial offering, initial public offering, ipo