ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରାଧ୍ୟାପକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରାଧ୍ୟାପକ   ବିଶେଷ୍ୟ

ଅର୍ଥ : ବିଶେଷଃତ ଯେଉଁ ଅଧ୍ୟାପକ କୌଣସି ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ପଢ଼ାନ୍ତି

ଉଦାହରଣ : ପ୍ରାଧ୍ୟାପକ ହିଁ ଦେଶର ଯୁବ ପିଢ଼ିଙ୍କୁ ସଠିକ୍‌ ମାର୍ଗ ପ୍ରଦାନ କରନ୍ତି

विशेषतः वह अध्यापक जो किसी महाविद्यालय या विश्वविद्यालय आदि में पढ़ाता हो।

प्राध्यापक ही देश की युवा पीढ़ी को सही दिशा प्रदान करता है।
अकैडमिक, एकडेमिक, ऐकडमिक, ऐकडेमिक, प्राध्यापक, प्रोफ़ेसर, प्रोफेसर

Someone who is a member of the faculty at a college or university.

prof, professor

ଅର୍ଥ : ଏକ ବିଶେଷ ପଦର ଅନୁରୂପ ଭାବରେ ଏକ ପ୍ରକାରର ଶିକ୍ଷକ ଯିଏକି ମହାବିଦ୍ୟାଳୟମାନଙ୍କରେ ପଢାଇଥାନ୍ତି

ଉଦାହରଣ : ରାମର ବାପା ଗୋଟିଏ ବିଶ୍ବବିଦ୍ୟାଳୟରେ ପ୍ରାଧ୍ୟାପକ ରହିଛନ୍ତି

ସମକକ୍ଷ : ରିଡର୍, ଲେକଚରର

एक विशेष पद के अनुरूप एक प्रकार का शिक्षक जो महाविद्यालयों आदि में पढ़ाता है।

राम के पिताजी एक विशेवविद्यालय में व्याख्याता हैं।
रीडर, लेक्चरर, व्याख्याता

A public lecturer at certain universities.

lector, lecturer, reader