ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରାଣବାୟୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରାଣବାୟୁ   ବିଶେଷ୍ୟ

ଅର୍ଥ : ଶରୀରର ଯେଉଁ ବାୟୁ ପଲକ ଖୋଲିବା ଓ ବନ୍ଦ କରିବାକାମ କରେ

ଉଦାହରଣ : ପ୍ରାଣବାୟୁ ଅଭାବରୁ ସେ ଅପଲକ ନୟନରେ ଦେଖେ

ସମକକ୍ଷ : କୂର୍ମ

शरीर में की वह वायु जो पलकों को खोलती तथा बंद करती है।

कूर्म के अभाव के कारण वह अपलक देखता रहता है।
कूर्म

ଅର୍ଥ : ଶରୀରରେ ଥିବା ପଞ୍ଚବାୟୁ ମଧ୍ୟରୁ ଗୋଟିଏ ଯାହା ମୁଖରେ ସଂଚରଣ କରେ

ଉଦାହରଣ : ପ୍ରାଣବାୟୁ ଶରୀର ନିମନ୍ତେ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ କାରଣ ଏହାଦ୍ୱାରା ଶରୀରର ଚେତନା ରହେ

ସମକକ୍ଷ : ପ୍ରାଣ

शरीर में स्थित पंचवायु में से एक जो मुख प्रदेश में संचरण करती है।

प्राण वायु शरीर के लिए अत्यन्त महत्त्वपूर्ण है क्योंकि शरीर में चेतनता इसी के द्वारा रहती है।
अयास्य, असु, प्राण, प्राण वायु, प्राणवायु

ଅର୍ଥ : ଏକ ସ୍ୱାଦହୀନ, ଗନ୍ଧହୀନ, ରଂଗହୀନ, ଏବଂ ଅଜ୍ୱଳନଶୀଳ ଗ୍ୟାସ ଯାହା ଆମେ ଶ୍ୱାସ ରୂପରେ ଗ୍ରହଣ କରୁ

ଉଦାହରଣ : ହାଇଡ୍ରୋଜେନ୍‌ ଏବଂ ଅକ୍‌ସିଜେନ କ୍ରିୟାର ଫଳସ୍ୱରୂପ ଜଳର ତିଆରି ହୁଏ

ସମକକ୍ଷ : ଅକ୍‌ସିଜେନ୍‌

एक स्वादहीन,रंगहीन,गंधहीन एवं अज्वलनशील गैस जिसे हम साँस के रूप में ग्रहण करते हैं।

हाइड्रोजन और ऑक्सीजन की क्रिया के फलस्वरूप जल का निर्माण होता है।
अक्षजन, अम्लजन, आक्सीजन, ऑक्सीजन, ओषजन, औक्सीजन, प्राण वायु, प्राणवायु