ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରାଣବଳି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରାଣବଳି   ବିଶେଷ୍ୟ

ଅର୍ଥ : ଜୀବନକୁ ବାଜି ଲଗାଇବାର ପ୍ରକ୍ରିୟା

ଉଦାହରଣ : ବାଜିରାଉତଙ୍କ ଆତ୍ମବଳି ଆମର ସର୍ବଦା ମନେ ରହିବ

ସମକକ୍ଷ : ଆତ୍ମବଳି

जान की लगाई जाने वाली बाज़ी या जान न्योछावर करने की क्रिया।

बहादुर सैनिकों की जाँबाजी हमेशा याद की जाएगी।
जाँबाज़ी, जाँबाजी

A quality of spirit that enables you to face danger or pain without showing fear.

braveness, bravery, courage, courageousness

ଅର୍ଥ : କୌଣସି ମହାନ ଉଦ୍ଦେଶ୍ୟରେ ପ୍ରାଣତ୍ୟାଗ କରିବା ପ୍ରକ୍ରିୟା

ଉଦାହରଣ : ଦେଶର ସ୍ୱାଧୀନତାପାଇଁ ବହୁତ ବୀର ପ୍ରାଣବଳି ଦେଇଥିଲେ

ସମକକ୍ଷ : ଆତ୍ମବଳି, ଆତ୍ମବଳିଦାନ, ପ୍ରାଣତ୍ୟାଗ

किसी उच्च उद्देश्य के लिए प्राण देने की क्रिया या भाव।

देश को स्वतंत्र कराने के लिए बहुत से वीरों ने अपनी जान कुर्बान की।
क़ुरबान, क़ुर्बान, कुरबान, कुर्बान, निछावर, न्योछावर, न्यौछावर, फ़िदा, फिदा, बलिदान

Acting with less concern for yourself than for the success of the joint activity.

self-sacrifice, selflessness

ଅର୍ଥ : ପ୍ରାଣର ଆହୁତି

ଉଦାହରଣ : ଦେଶର ଅନେକ କର୍ମଠ ସୁପୁତ୍ରଙ୍କ ପ୍ରାଣାହୁତି ପରେ ଭାରତ ସ୍ୱାଧୀନ ହେଲା

ସମକକ୍ଷ : ପ୍ରାଣାହୁତି, ପ୍ରାଣୋତ୍ସର୍ଗ

प्राणों की आहुति।

देश के कितेने कर्मठ सपूतों की प्राणाहुति के पश्चात भारत स्वतंत्र हुआ।
प्राणाहुति