ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରାଜ୍ଞୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରାଜ୍ଞୀ   ବିଶେଷ୍ୟ

ଅର୍ଥ : ମହିଳା ବିଦ୍ୱାନ

ଉଦାହରଣ : ପଣ୍ଡିତମାନେ କୌଶଳ କରି କାଳିଦାସଙ୍କଦ୍ୱାରା ଜଣେ ବିଦୂଷୀଙ୍କୁ ହରାଇଦେଲେମାଆ ଭାରତୀ ବହୁତ ବିଦୂଷୀଙ୍କ ଜନନୀ

ସମକକ୍ଷ : ପଣ୍ଡିତା, ବିଦୂଷୀ

महिला विद्वान।

पंडितों ने तिकड़म करके एक विदुषी को मूर्ख कालीदास से हरवा दिया।
माँ भारती बहुत सारी विदुषियों की जननी है।
प्राज्ञी, विदुषी

A woman having literary or intellectual interests.

bas bleu, bluestocking

ପ୍ରାଜ୍ଞୀ   ବିଶେଷଣ

ଅର୍ଥ : ବହୁତ ପଢାଲେଖା ବା ବିଦ୍ୱାନ(ମହିଳା)

ଉଦାହରଣ : ବାପା ନିଜର ବିଦୁଷୀ କନ୍ୟାର ବିବାହ ବିଦ୍ୱାନ ସହିତ କରାଇଲେ

ସମକକ୍ଷ : ବିଦୁଷୀ

बहुत पढ़ी-लिखी या विद्वान (महिला)।

पिता ने अपनी विदुषी कन्या का विवाह एक विद्वान से कर दिया।
प्राज्ञी, विदुषी