ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରହରଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରହରଣ   ବିଶେଷ୍ୟ

ଅର୍ଥ : ମୃଦଙ୍ଗର ବାରଟି ପ୍ରବନ୍ଧ ମଧ୍ୟରୁ ଗୋଟିଏ

ଉଦାହରଣ : ତାହାର ପ୍ରହରଣରେ ପୂର୍ଣ୍ଣ ଜ୍ଞାନ ରହିଛି

मृदंग के बारह प्रबंधों में से एक।

उसे प्रहरण का पूर्ण ज्ञान है।
प्रहरण

ଅର୍ଥ : ପରଦା ଥିବା ସବାରି ବା ଗାଡ଼ି

ଉଦାହରଣ : ପ୍ରହରଣରେ ବସି ଲୋକ ମେଳା ଦେଖିବାକୁ ଯାଉଛନ୍ତି

पर्दे वाली डोली या गाड़ी।

प्रहरण में बैठकर लोग मेला देखने जा रहे हैं।
प्रहरण