ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରସ୍ତାବିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରସ୍ତାବିତ   ବିଶେଷଣ

ଅର୍ଥ : ଯାହାପାଇଁ କିମ୍ବା ଯାହା ବିଷୟରେ ପ୍ରସ୍ତାବ ହୋଇଥିବା

ଉଦାହରଣ : ଆଜିର ପ୍ରସ୍ତାବିତ ବିଷୟ ସାକ୍ଷରତା ଉପରେ ଆଧାରିତ

ସମକକ୍ଷ : ନିର୍ଦ୍ଧାରିତ

जिसके लिए या जिसके विषय में प्रस्ताव किया गया हो।

आज का प्रस्तावित विषय साक्षरता पर आधारित है।
प्रस्तावित