ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରସୂତୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରସୂତୀ   ବିଶେଷ୍ୟ

ଅର୍ଥ : ଯେଉଁ ସ୍ତ୍ରୀ ପ୍ରସବ କ୍ରିୟା ଦ୍ୱାରା ଅତିବାହିତ ହେଉଛି

ଉଦାହରଣ : ସେବିକା ପ୍ରସବ ବେଦନାରେ ପୀଡ଼ିତ ପ୍ରସୂତୀକୁ ସାନ୍ତ୍ୱନା ଦେଉଥିଲେ

ସମକକ୍ଷ : ପ୍ରସୂତୀ ମହିଳା

वह स्त्री जो प्रसव क्रिया से गुजर रही हो।

परिचारिका प्रसव वेदना से पीड़ित प्रसौती को ढाढ़स बँधा रही थी।
प्रसौती, प्रसौती महिला

ଅର୍ଥ : ପ୍ରସବ କରିଥିବା ବା ପିଲା ଜନ୍ମ କରିଥିବା ସ୍ତ୍ରୀ

ଉଦାହରଣ : ପ୍ରସୂତୀ ନିଜର ବିଶେଷ ଯତ୍ନ ନେବା ଆବଶ୍ୟକ

ସମକକ୍ଷ : ସୂତିକା

प्रसव करने या बच्चा जननेवाली स्त्री।

प्रसूता को अपना विशेष ख़याल रखना चाहिए।
अलवांती, जच्चा, ज़चा, ज़च्चा, प्रजाता, प्रसविनी, प्रसू, प्रसूता, प्रसूति, प्रसूतिका, प्रसौती, सूता, सूतिका