ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରଶଂସକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରଶଂସକ   ବିଶେଷ୍ୟ

ଅର୍ଥ : ଅନ୍ୟକୁ ପ୍ରଶଂସା କରୁଥିବା ବ୍ୟକ୍ତି

ଉଦାହରଣ : ପ୍ରଶଂସକମାନେ ନେତାଜୀଙ୍କର ବହୁତ ଗୁଣଗାନ କଲେ

वह जो किसी की प्रशंसा करे।

प्रशंसकों ने नेताजी की खूब आवभगत की।
प्रशंसक, प्रशंसी

An ardent follower and admirer.

buff, devotee, fan, lover

ପ୍ରଶଂସକ   ବିଶେଷଣ

ଅର୍ଥ : ଯେ କାହାରି ପ୍ରଶଂସା କରେ

ଉଦାହରଣ : ଶ୍ୟାମ ଗାନ୍ଧିଜୀଙ୍କ ବିଷୟରେ କିଛି ଓଲଟାସିଧା ଶୁଣିପାରେ ନାହିଁ କାରଣ ସେ ତାଙ୍କର ବଡ ପ୍ରଶଂସକ

जो किसी की प्रशंसा करता हो।

गाँधीजी का प्रशंसक श्याम उनके बारे में कुछ भी उल्टा-सीधा नहीं सुन सकता।
प्रशंसक, प्रशंसी