ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରମେୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରମେୟ   ବିଶେଷ୍ୟ

ଅର୍ଥ : ମାନି ନିଆଯାଇଥିବା ମୌଳିକ ସତ୍ୟକୁ ଆଧାର କରି ଯେଉଁ ବିଧାନ ସିଦ୍ଧ କରାଯାଏ

ଉଦାହରଣ : ତାଙ୍କର ଗବେଷଣା ସହ ସମ୍ବନ୍ଧିତ ୧୨୦ଟି ପ୍ରାମାଣ୍ୟ ରହିଛି୤

ସମକକ୍ଷ : ପ୍ରାମାଣ୍ୟ

वह विधान जो माने गए मूलभूत सत्यों के आधार पर सिद्ध किया जाता है।

उनके शोधकार्य से संबंधित 120 प्रमेय हैं।
प्रमेय

A proposition deducible from basic postulates.

theorem

ପ୍ରମେୟ   ବିଶେଷଣ

ଅର୍ଥ : ଯାହା ମାପ କରାଯାଇ ପାରେ

ଉଦାହରଣ : ସେ ମାପଯୋଗ୍ୟ ପଦାର୍ଥ ଗୁଡ଼ିକର ତାଲିକା ତିଆରି କଲା

ସମକକ୍ଷ : ମାପଯୋଗ୍ୟ

जो नापा जा सके।

उसने प्रमेय पदार्थों की सूची तैयार की।
प्रमेय

ଅର୍ଥ : ଯାହା ସିଦ୍ଧ କରିବାକୁ ଅଛି

ଉଦାହରଣ : ଗଣିତଜ୍ଞ ପ୍ରମେୟ ସୂତ୍ରଗୁଡ଼ିକୁ ବୁଝାଇଲେ

ସମକକ୍ଷ : ଉପପାଦ୍ୟ, ପ୍ରମାଣସାଧ୍ୟ, ପ୍ରାମାଣ୍ୟ

जो सिद्ध करने को हो।

गणितज्ञ ने प्रमेय सूत्रों को समझाया।
प्रमेय