ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରମାଣ ସାପେକ୍ଷ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : ଯାହା ସ୍ୱୟଂସିଦ୍ଧ ନୁହେଁ,ପରନ୍ତୁ ଯାହାକୁ ତର୍କ ବା ପ୍ରମାଣଦ୍ୱାରା ସିଦ୍ଧ କରିବାର ଆବଶ୍ୟକତା ଅଛି

ଉଦାହରଣ : ଏହି ସିଦ୍ଧାନ୍ତ ପ୍ରାମାଣ୍ୟ ଅଟେ,ଦୟାକରି ଏହାକୁ ପ୍ରମାଣିତ କରିବା ପାଇଁ ଆପଣ କୌଣସି ତର୍କ ଦିଅନ୍ତୁ

ସମକକ୍ଷ : ଉପପାଦ୍ୟ, ତର୍କ ସାପେକ୍ଷ, ପ୍ରାମାଣ୍ୟ

जो स्वयंसिद्ध न हो, बल्कि जिसे तर्क या प्रमाण से सिद्ध करना आवश्यक हो।

यह सिद्धांत उपपाद्य है, कृपया इसको सिद्ध करने के लिए आप कोई तर्क दीजिए।
उपपाद्य