ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରମାଣହୀନତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରମାଣହୀନତା   ବିଶେଷ୍ୟ

ଅର୍ଥ : ପ୍ରମାଣର ଅଭାବ

ଉଦାହରଣ : ପ୍ରମାଣଶୂନ୍ୟତା କାରଣରୁ ସେ ମୁକ୍ତ ହୋଇଗଲା

ସମକକ୍ଷ : ଅପ୍ରମାଣ, ପ୍ରମାଣଶୂନ୍ୟତା

प्रमाण का अभाव।

अप्रमाण के कारण वह बरी हो गया।
अप्रमाण

ଅର୍ଥ : ନ୍ୟାୟ ଅନୁସାରେ ଯେଉଁ ପ୍ରମାଣରେ କାରଣ ନ ଥିବାରୁ କାର୍ଯ୍ୟ ନ ହୋଇଥିବାର ଜଣାପଡ଼େ

ଉଦାହରଣ : ପ୍ରମାଣଅଭାବକୁ ଆଧାର କରି ଅଭିଯୁକ୍ତକୁ ମୁକ୍ତ କରିଦିଆଗଲା

ସମକକ୍ଷ : ପ୍ରମାଣଅଭାବ

न्याय के अनुसार वह प्रमाण जिसमें कारण के न होने से कार्य के न होने का बोध हो।

अभावप्रमाण के आधार पर अभियुक्त को मुक्त कर दिया गया।
अभाव-प्रमाण, अभावप्रमाण