ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରବେଶ ଶୁଳ୍କ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରବେଶ ଶୁଳ୍କ   ବିଶେଷ୍ୟ

ଅର୍ଥ : ସେ ଶୁଳ୍କ ଯାହା କୌଣସି ସଂସ୍ଥାଆଦିରେ ପ୍ରବେଶ କରିବାପାଇଁ ଦିଆଯାଏ

ଉଦାହରଣ : ଏହି ବିଦ୍ୟାଳୟର ପ୍ରବେଶ ଶୁଳ୍କ ୫୦୦ ଟଙ୍କା

वह शुल्क जो किसी संस्था आदि में प्रवेश के लिए दिया जाता है।

इस विद्यालय में प्रवेश शुल्क पांच सौ रूपये है।
प्रवेश शुल्क, प्रवेश-शुल्क

ଅର୍ଥ : ଆମଦାନୀ ବା ରପ୍ତାନୀ ଉପରେ ଲଗାଯାଇଥିବା ସରକାରୀ କର

ଉଦାହରଣ : ସରକାର ଆମଦାନୀ ଉପରେ ଡିୟୂଟୀ କମ୍ କରିବା ନିମନ୍ତେ ବିଚାର କରୁଅଛନ୍ତି

ସମକକ୍ଷ : ଆମଦାନୀ ଶୁଳ୍କ, ଡିୟୂଟୀ

आयात या निर्यात पर लगनेवाला सरकारी कर।

सरकार आयात पर ड्यूटी कम करने का विचार कर रही है।
ड्यूटी

A government tax on imports or exports.

They signed a treaty to lower duties on trade between their countries.
duty, tariff