ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରବୃତ୍ତିହୀନତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରବୃତ୍ତିହୀନତା   ବିଶେଷ୍ୟ

ଅର୍ଥ : ପ୍ରବୃତ୍ତିର ଅଭାବ ଅଥବା ଚିତ୍ତ ବା ମନ ନ ନଇଁବାର ଅବସ୍ଥା

ଉଦାହରଣ : ଉଦ୍ୟମହୀନତା କାରଣରୁ ସେ ଜୀବନରେ ନିରାଶ ହୋଇ ରହିଗଲେ

ସମକକ୍ଷ : ଅନିଚ୍ଛା, ଆଗ୍ରହହୀନତା, ଉଦ୍ୟମହୀନତା, ସ୍ପୃହାହୀନତା

प्रवृत्ति का अभाव या चित्त या मन का झुकाव न होने की अवस्था।

अप्रवृत्ति के कारण वह जीवन से निराश रहने लगा है।
अप्रवृत्ति