ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରବାସୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରବାସୀ   ବିଶେଷ୍ୟ

ଅର୍ଥ : ବିଦେଶ ଯାଇ ଯେ ରହିଗଲାଣି

ଉଦାହରଣ : ଭାରତ ସରକାର କିଛି ପ୍ରବାସୀଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିଛନ୍ତି

वह जो विदेश में जाकर बस गया हो।

भारत सरकार ने कुछ प्रवासियों को भारतीय नागरिकता प्रदान की है।
अप्रवासी, आप्रवासी, प्रवासी, मुजाहिर

A person who comes to a country where they were not born in order to settle there.

immigrant

ଅର୍ଥ : ପ୍ରବାସୀଙ୍କ ସମୂହ ଯେଉଁମାନେ ଗୋଟିଏ ନିର୍ଦ୍ଦିଷ୍ଟ ବ୍ୟବଧାନରେ ଫେରନ୍ତି

ଉଦାହରଣ : ପ୍ରବାସୀଙ୍କ ଉନ୍ନତିରେ ଉପନିବେଶ ମଜବୁତ ହୁଏ

स्थायी रूप से रहने के विचार से किसी अन्य देश से आया व्यक्ति।

पिछले एक दशक में यूरोप में आप्रवासियों की सङ्ख्या में बढ़ोतरी हुई है।
अप्रवासी, आप्रवासी

The body of immigrants arriving during a specified interval.

The increased immigration strengthened the colony.
immigration

ପ୍ରବାସୀ   ବିଶେଷଣ

ଅର୍ଥ : ବିଦେଶରେ ଯାଇ ବାସ କରୁଥିବା ବା ରହୁଥିବା ବ୍ୟକ୍ତି

ଉଦାହରଣ : କିଛି ପ୍ରବାସୀ ଲୋକ ନିଜ ଦେଶ ତଥା ପରିବାର ସହିତ ମିଳିତ ହେବାପାଇଁ ଛଟପଟ ହେଉଛନ୍ତି

परदेश में जाकर बसने या रहनेवाला।

कुछ प्रवासी लोग अपने देश तथा परिवार से मिलने के लिए तड़पते हैं।
अप्रवासी, आप्रवासी, प्रवासी, प्रोषित

Habitually moving from place to place especially in search of seasonal work.

Appalled by the social conditions of migrant life.
Migratory workers.
migrant, migratory

ଅର୍ଥ : ଅଭ୍ୟାସଗତ ଭାବେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଥିବା ଲୋକ ବିଶେଷକରି ଋତୁକାଳୀନ କାମ ସଂଧାନରେ

ଉଦାହରଣ : ଏହା ପ୍ରବାସୀ ମୂଲିଆଙ୍କ ରହିବା ଅସ୍ଥାୟୀ ଘର

* आदतन एक जगह से दूसरी जगह जानेवाला विशेषकर मौसमी काम की खोज में।

यह प्रवासी मजदूरों के रहने का अस्थाई निवास है।
प्रवासी, भ्रमणशील

Habitually moving from place to place especially in search of seasonal work.

Appalled by the social conditions of migrant life.
Migratory workers.
migrant, migratory

ଅର୍ଥ : ଯେ ଋତୁ ଅନୁସାରେ ସ୍ଥାନ ପରିବର୍ତ୍ତନ କରନ୍ତି (ପଶୁ-ପକ୍ଷୀ)

ଉଦାହରଣ : ଶୀତଦିନେ ବହୁତ ପ୍ରବାସୀ ପକ୍ଷୀ ଏହି ସ୍ଥାନକୁ ଆସନ୍ତି

जो मौसम के हिसाब से स्थान परिवर्तन करते हों (पशु-पक्षी)।

ठंडक के दिनों में बहुत सारे प्रवासी पक्षी इस स्थान पर आते हैं।
प्रवासी

Used of animals that move seasonally.

Migratory birds.
migratory