ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରଧାନାଚାର୍ଯ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରଧାନାଚାର୍ଯ୍ୟ   ବିଶେଷ୍ୟ

ଅର୍ଥ : ବିଦ୍ୟାଳୟର ଅଧ୍ୟାପକମାନଙ୍କ ମଧ୍ୟରେ ଶ୍ରେଷ୍ଠ ବା ମୁଖ୍ୟ

ଉଦାହରଣ : ଆମ ବିଦ୍ୟାଳୟରେ ଗଣତନ୍ତ୍ର ଦିବସ ଅବସରରେ ପ୍ରଧାନ ଅଧ୍ୟାପକ ପତାକା ଉଡ଼ାଇଲେ

ସମକକ୍ଷ : ପ୍ରଧାନ ଅଧ୍ୟାପକ, ମୁଖ୍ୟ ଅଧ୍ୟାପକ

विद्यालय के अध्यापकों में मुख्य।

प्राथमिक विद्यालय में गणतंत्र दिवस के अवसर पर प्रधानाध्यापक ने ध्वजारोहण किया।
प्रधान अध्यापक, प्रधानाध्यापक, मुख्याध्यापक, हेडमास्टर

Presiding officer of a school.

headmaster, master, schoolmaster