ଅର୍ଥ : ପ୍ରତୀକର ବା ତା ସହ ସମ୍ବନ୍ଧିତ
ଉଦାହରଣ :
ଚିତ୍ରାଙ୍କନରେ ପ୍ରତୀକାତ୍ମକ ରଙ୍ଗଗୁଡ଼ିକର ବିଶେଷ ଗୁରୁତ୍ତ୍ୱ ରହିଥାଏ
ସମକକ୍ଷ : ସଙ୍କେତାତ୍ମକ
ଅର୍ଥ : ଏଭଳି ଗୁଣ ଲକ୍ଷଣ ଆଦିରେ ସଂଯୁକ୍ତ ଯେ କୌଣସି ବର୍ଗ, ପ୍ରକାର, ବର୍ଗୀକରଣ ଆଦିକୁ ସୂଚିତ କରେ
ଉଦାହରଣ :
ଆପଣ ଜଣେ ବିଶିଷ୍ଠ ଦିଗ୍ଦର୍ଶକ
ସମକକ୍ଷ : ବଶିଷ୍ଠ