ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରତିସ୍ଥାପନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରତିସ୍ଥାପନ   ବିଶେଷ୍ୟ

ଅର୍ଥ : ସ୍ଥାନରୁ ହଟିଥିବା ବସ୍ତୁ ବା ବ୍ୟକ୍ତିଙ୍କୁ ପୁଣି ସେହି ସ୍ଥାନରେ ରଖିବା ବା ବସେଇବା କ୍ରିୟା କିମ୍ବା ସେଇ ଜାଗାରେ ଅନ୍ୟ ବସ୍ତୁଆଦିକୁ ରଖିବା ବା ବସେଇବା କ୍ରିୟା

ଉଦାହରଣ : ମନ୍ଦିରର ଖଣ୍ଡିତ ମୂର୍ତ୍ତିର ପ୍ରତିସ୍ଥାପନା ଅତି ଆବଶ୍ୟକ ଚୋରି ହେଇଯାଇଥିବା ଭଗବାନଙ୍କ ମୂର୍ତ୍ତି ମିଳିବାପରେ ପୁନଶ୍ଚ ମନ୍ଦିରରେ ତାର ପ୍ରତିସ୍ଥାପନା ହେଲା

ସମକକ୍ଷ : ପ୍ରତିସ୍ଥାପନା

प्रतिस्थापित होने की क्रिया या भाव या अपने स्थान से हटी हुई वस्तु या व्यक्ति की जगह पर वैसी ही दूसरी वस्तु आदि को रखने या बैठाने की क्रिया।

मंदिर की खंडित मूर्ति की प्रतिस्थापना अति आवश्यक है।
प्रतिस्थापन, प्रतिस्थापना

The act of putting one thing or person in the place of another:.

He sent Smith in for Jones but the substitution came too late to help.
commutation, exchange, substitution