ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରତିଷ୍ଠାତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରତିଷ୍ଠାତା   ବିଶେଷ୍ୟ

ଅର୍ଥ : କୌଣସି ସଭା, ସମାଜ ବା ସର୍ବସାଧାରଣଙ୍କପାଇଁ ଉପଯୋଗୀ କାର୍ଯ୍ୟ ଆରମ୍ଭ କରିଥିବା ବ୍ୟକ୍ତି

ଉଦାହରଣ : ଓ.ଏ.ହ୍ୟୁମ୍‌ କଂଗ୍ରେସର ପ୍ରତିଷ୍ଠାତା ଥିଲେ

ସମକକ୍ଷ : ପ୍ରତିଷ୍ଠାପକ, ସଂସ୍ଥାପକ

कोई सभा, समाज या सर्व साधारण के लिए उपयोगी कार्य खोलने वाला व्यक्ति।

ओ ए ह्यूम काँग्रेस के संस्थापक थे।
प्रतिष्ठापक, संस्थापक

A person who founds or establishes some institution.

George Washington is the father of his country.
beginner, father, founder, founding father